ମଙ୍ଗଳବାର ରାଶିଫଳ: କେମିତି କଟିବ ଆଜିର ଦିନଟି


ସତ୍ୟଶିଖା (ଭୁବନେଶ୍ୱର) ୨୯.୦୩.୨୦୨୨:
ମେଷ–ଆଜି କଳାନୁରାଗୀ, ସଂଗୀତ ପ୍ରିୟତା, ଚଲଚ୍ଚିତ୍ରପ୍ରେମୀ ଭାବରେ ସମୟ ଅତିବାହିତ କରିବେ ।ବାରମ୍ବାର ଦେହ ଖରାପ ହେଉଥିବାର ଅନୁଭବ କରିପାରନ୍ତି ।ଏଣେ କାମଗୁଡିକ ଯଥା ସମୟରେ ହେଉ ନ ଥିବାରୁ ମନ ବିରକ୍ତ ରହିବ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭଅଙ୍କ ୭
ବୃଷ– ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମନୋରଞ୍ଜନ କାର୍ଯ୍ୟରେ ଖର୍ଚ୍ଚକରି ଅନୁତାପ କରିବେ ।କେତେକ ସମୟରେ ପାଖରେ କାମ କରୁଥିବା ଲୋକଟି ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହୋଇପାରନ୍ତି । ଯାହାକିଣିବା ପାଇଁ ମନ ବଳାଇଛନ୍ତି, ଆଜି ମନ ନ ପାଇବା କାରଣରୁ ଫେରି ଆସିବାକୁ ପଡିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୨ ।
ମିଥୁନ – ଭୁଲ୍ବୁଝାମଣାବଶବର୍ତ୍ତୀହୋଇବନ୍ଧୁଙ୍କସହବିନାକାରଣରେକଳହଲାଗିପାରେ ।କୌଣସିବ୍ୟକ୍ତିଙ୍କଉପସ୍ଥିତିଲକ୍ଷ୍ୟହାସଲରେ ପ୍ରତିବନ୍ଧକସୃଷ୍ଟିକରିବ ।ଖର୍ଚ୍ଚକମାଇବା ପାଇଁଚେଷ୍ଟାକରି ଅସଫଳହେବେ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୬ ।
କର୍କଟ–କେତେକକ୍ଷେତ୍ରରେ ଯିଏଯାହାକରିଲେ ମଧ୍ୟ ତାହାକୁଭିନ୍ନଅର୍ଥରେଗ୍ରହଣକରିବେ ।ଖଳଲୋକମାନେ ଅପପ୍ରଚାରକରିପାରନ୍ତିତେଣେ ନିଜଲୋକଙ୍କଠାରୁ ମଧ୍ୟ ଆସ୍ଥାହରାଇବସିବେ ।ବନ୍ଧୁବାନ୍ଧବଙ୍କସକାଶେଖର୍ଚ୍ଚାନ୍ତ ହେବାକୁ ପଡିବ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୯ ।
ସିଂହ – ଆନୁଷ୍ଠାନିକକାର୍ଯ୍ୟରେନେତୃତ୍ୱଗ୍ରହଣକରି ଉଚ୍ଚ ପ୍ରଶଂସିତହେବେ ।ବ୍ୟବସାୟ ଓ ରପ୍ତାନିବାଣିଜ୍ୟରେଉନ୍ନତିଘଟିବ । ଦେହ ଭଲ ରହିବମାତ୍ରଶ୍ରମଜନିତ ଦୁର୍ବଳତା ଅନୁଭବକରିବେ ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୪ ।
କନ୍ୟା – ଆଜି ପ୍ରତିଦ୍ୱନ୍ଦ୍ୱିତାକଲେବିଜୟର ଆଶା ନିରର୍ଥକହୋଇପାରେ ।ବିବାଦରେମନସ୍ତାପ କରିବାବ୍ୟତୀତଲାଭକିଛି ଦେବନି । ପାତର ଅନ୍ତର ନୀତିକୁକେନ୍ଦ୍ରକରି ପରିବାରରେ ଅଶାନ୍ତିସୃଷ୍ଟିହେବାର ଆଶଙ୍କାକୁଏଡିହେବ ନାହିଁ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୧ ।
ତୁଳା– ଦିନଟିସାମଗ୍ରିକ ଦୃଷ୍ଟିକୋଣରୁଖୁସୀରେ ଅତିବାହିତହେବ ।କୌଣସି ମନ ଭୁଲାଣିଆକଥା କହିବନ୍ଧୁଙ୍କମନରେବିଶ୍ୱାସହେଲାଭଳିକାମକରିବେ । ଫାଇଲ୍କାମରେ ଦେଖୁଚାହିଁ ପଦକ୍ଷେପ ନିଅନ୍ତୁ, ଅବଶ୍ୟବିଶେଷକିଛି ଅସୁବିଧା ହେବ ନାହିଁ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୮ ।
ବିଛା– ପାରିବାରିକତିକ୍ତତାରେସମାପ୍ତିଘଟାଇବାସକାଶେଚେଷ୍ଟାକରିବେ ।କର୍ମକ୍ଷେତ୍ରରେସହକର୍ମୀମାନେ ସହ-ଯୋଗକରିବାର ପ୍ରତିଶ୍ରୁତି ଦେଇପାରନ୍ତି । ଆଶଙ୍କାକରୁଥିବାଘଟଣାସେମିତିକିଛିହେବ ନାହିଁ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୩ ।
ଧନୁ – ନିକଟସ୍ଥବନ୍ଧୁମାନଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁସମ୍ଭାଳିନେବେ । ଆଜି ଅପରାହ୍ନରେଜଣେବନ୍ଧୁଙ୍କସହ-ଯୋଗରୁକାମହାସଲକରିବେ ।ଜମିଜମାସମସ୍ୟାକ୍ରମଶଃଜଟିଳହେବାରସମ୍ଭାବନାରହିଛି ।ଶୁଭରଙ୍ଗଲାଲ୍ ।ଶୁଭଅଙ୍କ ୬ ।
ମକର–କିଛି ନ ବୁଝି ନ ଶୁଣିକୌଣସିବିବାଦ ସମ୍ପର୍କରେମନ୍ତବ୍ୟ ଦେବାଠିକ୍ହେବ ନାହିଁ । ଯଦି କହିବେତେବେ ଅଶାନ୍ତିକୁ ଆପଣେଇନେବାଭଳିହିଁ ପରିଣାମହୋଇପାରେ ।ରାସ୍ତାରେ ଯାନବାହନ ଚାଳନାରେସତର୍କତା ଅନଲମ୍ବନ କରନ୍ତୁ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୧ ।
କୁମ୍ଭ -ଆଜିରକର୍ମକ୍ଷେତ୍ରରେମଉଜିଆ କଥା କହି ପରିସ୍ଥିତିକୁହାଲ୍କାକରିବାରେସମର୍ଥ ହେବେ । ଅଧ୍ୟୟନ ଓ ଆଧ୍ୟାତ୍ମିକତାରେଏକାଗ୍ରତା ଆଣିପାରିବେ ।ଫେରିବାବାଟରେ ଅପରିଚିତବ୍ୟକ୍ତି ଜଣକ ସକାଶେବ୍ୟସ୍ତତାବୃଦ୍ଧି ପାଇବ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୫ ।
ମୀନ – ବିଭିନ୍ନକାମହାତକୁନେଇକଳ୍ପନାରାଇଜରେଘୂରିବୁଲିବେ ।କର୍ମକ୍ଷେତ୍ରରେ ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିକସମସ୍ୟାରସମାଧାନ ଘଟିବ । ଅର୍ଥ ଲାଭ , ଶାରୀରିକସୁସ୍ଥତା, ବନ୍ଧୁଙ୍କ ପରାମର୍ଶଏବଂ ପ୍ରତିଯୋଗିତାରେସଫଳତାଯୋଗୁଁ ମନ ଖୁସିରହିବ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୧ ।