ସତ୍ୟଶିଖା (କଲିକତା) ୦୮.୧୦.୨୦୨୦ : ପଶ୍ଚିମ ବଙ୍ଗରେ କରୋନା ମାମଲା ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଏକ ନୂଆ ଦାବି କରିଛନ୍ତି । ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ ଯୋଗୁ ସଂକ୍ରମଣ ବ୍ୟାପୁଥିବା ସେ ଦାବି କରିଛନ୍ତି । ଝାରଗ୍ରାମରୁ କୋଭିଡ-୧୯ ମାମଲା ବୃଦ୍ଧି ପାଇବାରୁ ମମତା ଏଭଳି ଆକଳନ କରିଛନ୍ତି ।
ମମତା ବାନାର୍ଜୀ କହିଲେ, ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପୁଛି କରୋନା ଭାଇରସ l
