ରାଜ୍ୟ

ଲଗାଣ ବର୍ଷାରେ ବୁଡିଲା ମାଲକାନଗିରି କୋରୁକୋଣ୍ଡା ପୋଲ

ସତ୍ୟଶିଖା(ଭୁବନେଶ୍ୱର ) ୧୭.୦୮ .୨୦୨୧: ପୋଲ ଉପରେ ପାଣି । ଲଗାଣ ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା । ଲଗାଣ ବର୍ଷାରେ ବୁଡିଲା କୋରୁକୋଣ୍ଡା ପୋଲ । ଜିଲ୍ଲାରେ ଗତ ଦୁଇ ଦିନ ଧରି ଜାରି ରହିଛି ବର୍ଷା । ଯାହାଫଳରେ ଯାତାୟତ ଠପ୍‌ ରହିଛି । ପୋଲ ଉପରେ ପାଣି । ଲଗାଣ ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା । ଲଗାଣ ବର୍ଷାରେ ବୁଡିଲା କୋରୁକୋଣ୍ଡା ପୋଲ । ଜିଲ୍ଲାରେ ଗତ ଦୁଇ ଦିନ ଧରି ଜାରି ରହିଛି ବର୍ଷା । ଯାହାଫଳରେ ଯାତାୟତ ଠପ୍‌ ରହିଛି ।

Show More
Back to top button