ହସକଥା

ଝିଅ ତୁମେ ସ୍ୱର୍ଗ ନା ନର୍କକୁ ଯିବ ?

ଗୋଟିଏ ଝିଅ ମରିଯିବା ପରେ ଯମଲୋକରେ ପହଞ୍ଚିଲା। ଯମରାଜା ଝିଅଟିକୁ ପଚାରିଲେ…

ଯମରାଜା : ଝିଅ ତୁମେ କେଉଁଠିକି ଯିବାକୁ ଚାହୁଁଛ ? ସ୍ୱର୍ଗ ନା ନର୍କ ?

ଆହୁରି ପଢ଼ନ୍ତୁ

ଝିଅ : ପୃଥିବୀରୁ ବାସ୍‌ ମୋର ମୋବାଇଲ୍‌ ଆଉ ଚାର୍ଜର ନେଇଆସ। ତା’ ପରେ ତୁମେ ଯେଉଁଠି କହିବ ମୁଁ ସେଠି ରହିଯିବି। ମୋର କିଛି ଅସୁବିଧା ନାହିଁ।

ଏକଥା ଶୁଣିବା ପରେ ଯମରାଜା ବେହୋସ୍‌….

[ad_2]
Show More
Back to top button