ରାଜ୍ୟ

ଶ୍ରୀମନ୍ଦିରରେ ଦୀପ ନିଆଁରେ ଜଳିଗଲା ମାନସିକଧାରୀଙ୍କ ବାନା

ପୁରୀ(ସତ୍ୟଶିଖା): ଦୀପ ନିଆଁରେ ଜଳିଗଲା ଶ୍ରୀମନ୍ଦିର ଉପରେ ଲାଗିଥିବା ମାନସିକଧାରୀଙ୍କ ବାନା। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିରରେ ନୀଳଚକ୍ର ତଳକୁ ଲାଗିଥିବା ମାନସିକଧାରୀଙ୍କ ବାନାରେ ନିଆଁ ଲାଗିଯାଇଥିବା ଗତକାଲି ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ଏହାସତ୍ତ୍ୱେ ସତ୍ତ୍ୱେ ନୀଳଚକ୍ର ବାନା ଅକ୍ଷତ ରହିଛି। ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓକୁ ନେଇ ବିଭିନ୍ନ ବ୍ୟକ୍ତିବିଶେଷ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

[ad_2]
Show More
Back to top button