ସତ୍ୟଶିଖା (ହିସାର) ୦୮.୧୦.୨୦୨୦ : ପ୍ରଥମେ ଲୁଟିଲେ, ତାପରେ ଜିଅନ୍ତା ପୋଡିଦେଲେ । ଜଣେ ବ୍ୟବସାୟୀଙ୍କ ଠାରୁ ୧୧ଲକ୍ଷ ଲୁଟିନେଇଛନ୍ତି । ହରିୟାଣାରେ ଘଟିଛି ଏଭଲି ଅମାନୁଷିକ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ତେବେ ରାଜ୍ୟରେ ଏପରି ଘଟଣାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ ଜଙ୍ଗଲରାଜ ଚାଲିଛି ବୋଲି କଂଗ୍ରେସ କରିଛି ।
୧୧ଲକ୍ଷ ଲୁଟିନେଲେ, କାର୍ ଭିତରେ ବ୍ୟବସାୟୀଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ l
