ସତ୍ୟଶିଖା ୨୧.୦୯.୨୦୨୦ : ପରିବାର ଲୋକଙ୍କୁ ଭୁଜାଲିରେ ହାଣି ଲୁଟ କଲେ ଦୁର୍ବୃତ । ପରିବାରର ଲୋକଙ୍କୁ ଆକ୍ରମଣ କରି ନଗଦ ଟଙ୍କା ସହ ସୁନାଗହଣା ଦୁର୍ବୃତ ଲୁଟ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁସୁନପୁର ଗାଁର ଦୁଇଟି ପରିବାରର ଲୁଟ ହୋଇଛି । ଚୋରଙ୍କ ଭୁଜାଲି ଆକ୍ରମଣରେ ଦୁଇ ଦଣ ଗୁୁରୁତର ଆହତ ହୋଇଛନ୍ତି । ଜଣେ ଆହତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମହିଳା ଜଣକ କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।
“ଭୁଜାଲିରେ ହାଣି ନଗଦ ଟଙ୍କା ସହ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ; ପରିବାରକୁ ଘରେ ପୁରାଇ ବାହାରୁ ପକାଇଦେଲେ ତାଲା”