ସତ୍ୟଶିଖା ୧୬/୦୧/୨୦୨୧ : ଘରେ ପଶି ସୁନା ଲୁଟିନେଲେ ଦୁର୍ବୃତ୍ତ । ପରିବାର ସଦସ୍ୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟି ନେଇଛନ୍ତି ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେଶଦୁରାପାଳ ଗାଁରେ ଘରେ ଏହି ଲୁଟ୍ ଘଟଣା ଘଟିଛି ।
ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନାଗହଣା ଓ ଟଙ୍କା