ଜୀବନମନ୍ତ୍ର
-
ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪ ଆକ୍ରାନ୍ତ
ସତ୍ୟଶିଖା( ଭୁବନେଶ୍ୱର)୧୩.୦୪.୨୦୨୨ ରାଜ୍ୟରେ ଗତକାଲି ତୁଳନାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ଆଉ ୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…
ଅଧିକ ଖବର ପଢନ୍ତୁ » -
ଭେଣ୍ଡି ଖାଆନ୍ତୁ, ଘାତକ ରୋଗରୁ ଦୂରେଇ ରୁହନ୍ତୁ
ସତ୍ୟଶିଖା (ଭୁବନେଶ୍ୱର) ୧୨.୦୪.୨୦୨୨: ଖରାଦିନେ ବଜାରରେ ପରିବା ଦର ନିଆଁ ହୋଉଥିବାବେଳେ ଭେଣ୍ଡିର ଉତ୍ପାଦନ ଅଧିକ ମାତ୍ରାରେ ହୋଇଥାଏ । ଏହାକୁ ଏକ ଲାଳଯୁକ୍ତ ପରିବା ହୋଇଥିବା ଯୋଗୁଁ…
ଅଧିକ ଖବର ପଢନ୍ତୁ » -
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୬ କୋଭିଡ୍ ପଜିଟିଭ୍
ସତ୍ୟଶିଖା( ଭୁବନେଶ୍ୱର )୧୨.୦୪.୨୦୨୨ : ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ…
ଅଧିକ ଖବର ପଢନ୍ତୁ » -
ଭାରତରେ XE ଭାରିଆଣ୍ଟ ଆଣିପାରେ ଚତୁର୍ଥ ଲହର! ଏହି ଲକ୍ଷଣକୁ କରନ୍ତୁ ଚିହ୍ନଟ
ସତ୍ୟଶିଖା( ନୂଆଦିଲ୍ଲୀ )୧୨.୦୪.୨୦୨୨ : ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ XE ହଇଚଇ ସୃଷ୍ଟି କରିଛି । ଏବେ ଏହି ଭାରିଆଣ୍ଟର ରୋଗୀ ଆମ ଦେଶର…
ଅଧିକ ଖବର ପଢନ୍ତୁ » -
ଯୁକ୍ତ ଦୁଇ ପରୀକ୍ଷା; ୩ଟି ବିଷୟ ପରୀକ୍ଷା ଘୁଞ୍ଚିଲା
ସତ୍ୟଶିଖା( ଭୁବନେଶ୍ୱର )୧୨.୦୪.୨୦୨୨ : ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ୩ଟି ବିଷୟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।…
ଅଧିକ ଖବର ପଢନ୍ତୁ » -
୫ ଜିଲାରୁ ୧୨ ଆକ୍ରାନ୍ତ ଚିହ୍ନଟ
ସତ୍ୟଶିଖା( ଭୁବନେଶ୍ୱର )୧୧.୦୪.୨୦୨୨ : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ…
ଅଧିକ ଖବର ପଢନ୍ତୁ » -
୨ଟି ସ୍କୁଲର ୫ ଶିଶୁ ପଜିଟିଭ ଚିହ୍ନଟ !
ସତ୍ୟଶିଖା(ଗାଜିଆବାଦ )୧୧.୦୪.୨୦୨୨ : ଦେଶରେ ପୁଣିଥରେ କରୋନା ମହାମାରୀ ତୀବ୍ର ଭାବେ ବ୍ୟାପିବାରେ ଲାଗିଛି । ଏହାରି ମଧ୍ୟରେ ଗାଜିଆବାଦର ୨ଟି ସ୍କୁଲର ୫ ଶିଶୁ କରୋନା…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ପ୍ରଥମ ଦିନରେ ବୁଷ୍ଟର ଡୋଜ୍ ନେଲେ ୧୪୭ ଜଣ
ସତ୍ୟଶିଖା (ଭୁବନେଶ୍ୱର) ୧୧.୦୪.୨୦୨୨: ପ୍ରଥମ ଦିନରେ ରାଜ୍ୟରେ ଘରୋଇ ହସ୍ପିଟାଲରେ ୧୪୭ ଜଣ ନେଇଛନ୍ତି ବୁଷ୍ଟର ଡୋଜ୍ । କରୋନା ବିରୋଧୀ ଲଢେଇରେ ଆଉପାଦେ ଆଗେଇବା ସହ…
ଅଧିକ ଖବର ପଢନ୍ତୁ » -
ସ୍କୁଲରେ ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ
ସତ୍ୟଶିଖା (ପାଟଣାଗଡ଼) ୧୧.୦୪.୨୦୨୨: ପାଟଣାଗଡ଼ର ଏକ ସ୍କୁଲରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି, ଫଳରେ ତାଙ୍କୁ…
ଅଧିକ ଖବର ପଢନ୍ତୁ » -
ଏକାସହ ପରଷନ୍ତୁ ନାହିଁ ୩ଟି ରୁଟି; ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ କାରଣ
ସତ୍ୟଶିଖା( ଭୁବନେଶ୍ୱର )୦୯.୦୪.୨୦୨୨ : ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ରହିଛି। ଏହା ପଛରେ ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଥିବାର ଦେଖାଯାଏ। ଅନେକ ଲୋକଙ୍କୁ ଏହା…
ଅଧିକ ଖବର ପଢନ୍ତୁ »









