ସ୍ୱାସ୍ଥ୍ୟ
-
ଶୀତଦିନେ ନିଶ୍ଚୟ ଖାଆନ୍ତୁ ଏହି ୧୦ଟି ଜିନିଷ
ସତ୍ୟଶିଖା ୧୬/୧୨/୨୦୨୦ : ଅଧିକାଂଶ ଲୋକଙ୍କୁ ଦିନ ସାରା କେତେବେଳେ କେମିତି ଥକ୍କାପଣ ଅନୁଭୂତ ହୋଇଥାଏ । ଶରୀରରେ ଶକ୍ତି କମିଯିବାର ପ୍ରଭାବ ଦୈନନ୍ଦିନ କାମ ଉପରେ…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ
ସତ୍ୟଶିଖା (ଭୁବନେଶ୍ୱର) ୧୬/୧୨/୨୦୨୦ : ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ…
ଅଧିକ ଖବର ପଢନ୍ତୁ » -
ମେଡିକାଲ ଦଳ ପହଞ୍ଚିଲା ପାହାଡି ଗାଁରେ
ସତ୍ୟଶିଖା (ମାଲକାନଗିରି) ୧୬/୧୨/୨୦୨୦ : ପାଦରେ ଚାଲି ଚାଲି ୪ ଘଂଟା ପରେ ମାଓ ଇଲାକାରେ ପହଂଚିଲେ । ଗାଁରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ବି ଯୋଗାଇଲେ ।…
ଅଧିକ ଖବର ପଢନ୍ତୁ » -
ଏଏନଏମଙ୍କ ଆତ୍ମାହୁତି ଉଦ୍ୟମ
ସତ୍ୟଶିଖା (ଭୁବନେଶ୍ୱର) ୧୫.୧୨.୨୦୨୦ : ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଥିବା ବେଳେ ୨ ଏଏନଏମ କର୍ମୀଙ୍କ ଆତ୍ମହୂତି ଉଦ୍ୟମ । କିରୋସିନ ଢାଳି ନିଆଁ ଲଗାଇବାକୁ…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ
ସତ୍ୟଶିଖା (ଭୁବନେଶ୍ୱର) ୧୫.୧୨.୨୦୨୦ : ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ…
ଅଧିକ ଖବର ପଢନ୍ତୁ » -
ଋଷିଆ ଟିକା ସ୍ପୁଟନିକ୍-ଭି ଫଳପ୍ରଦ ହୋଇଛି
ସତ୍ୟଶିଖା ୧୫/୧୨/୨୦୨୦ : ନୂଆ ଆଶା ଦେଖାଇଲା ଋଷିଆ ଟିକା ସ୍ପୁଟନିକ୍- ଭି । ପ୍ରଥମ ଡୋଜର ୨୧ ଦିନ ପରେ ୯୧ ଦଶମିକ ୪ ପ୍ରତିଶତ…
ଅଧିକ ଖବର ପଢନ୍ତୁ » -
ବ୍ଲାକ୍ କଫି ସେବନ ସ୍ୱାସ୍ଥ୍ୟ ପାଇଁ ଭଲ ଓ ଓଜନ କମ୍ କରିବାରେ ସାହାଯ୍ୟ କରେ
ସତ୍ୟଶିଖା (ଭୁବନେଶ୍ୱର) ୧୪.୧୨.୨୦୨୦ : ଆଜିକାଲି ଜୀବନଶୈଳୀ ମୋଟାପଣର ମୁଖ୍ୟ କାରଣ । ଖାଦ୍ୟାଭ୍ୟାସ ଓ ଜୀବନଶୈଳୀ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଓଜନ…
ଅଧିକ ଖବର ପଢନ୍ତୁ » -
କରୋନାରୁ ସମ୍ପୁର୍ଣ୍ଣ ମୁକ୍ତ ହେଲା ନ୍ୟୁଜିଲାଣ୍ଡ
ସତ୍ୟଶିଖା ୧୪.୧୨.୨୦୨୦ : ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବାମଦଳ ଶାସିତ ନ୍ୟୁଜିଲାଣ୍ଡ କରୋନାରୁ ସମ୍ପୁର୍ଣ୍ଣ ମୁକ୍ତ ହୋଇଛି । ଏହି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ
ସତ୍ୟଶିଖା (ଭୁବନେଶ୍ୱର) ୧୪.୧୨.୨୦୨୦ : ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ…
ଅଧିକ ଖବର ପଢନ୍ତୁ »









