ଶିକ୍ଷା
-
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ
ସତ୍ୟଶିଖା( ଭୁବନେଶ୍ୱର)୦୮.୦୮ . ୨୦୨୨: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ। ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପ୍ରକାଶ…
ଅଧିକ ଖବର ପଢନ୍ତୁ » -
୮ ତାରିଖରେ ପ୍ରକାଶ ପାଇବ +୨ କଳା ରେଜଲ୍ଟ
ସତ୍ୟଶିଖା( ଭୁବନେଶ୍ୱର )୦୬.୦୮. ୨୦୨୨: +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରି ସାରିଥିବା ବେଳେ ଏବେ କଳା ଫଳାଫଳକୁ ଚାହିଁବସିଛନ୍ତି ଛାତ୍ରଛାତ୍ରୀ । ଏହାରି ମଧ୍ୟରେ…
ଅଧିକ ଖବର ପଢନ୍ତୁ » -
୫ରୁ ଆରମ୍ଭ ହେବ ଓଟିଇଟି ପାଇଁ ଫର୍ମ ପୂରଣ
ସତ୍ୟଶିଖା( କଟକ )୦୪.୦୮. ୨୦୨୨: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଆୟୋଜିତ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାଇଁ ଆସନ୍ତା ୫ ତାରିଖରୁ…
ଅଧିକ ଖବର ପଢନ୍ତୁ » -
ରାଗିଂ ରୋକିବା ନେଇ ରାଜ୍ୟ ସରକାରଙ୍କ କଠୋର ନିୟମ: ୟୁନିଭରସିଟି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି
ସତ୍ୟଶିଖା( ଭୁବନେଶ୍ୱର )୦୩.୦୮. ୨୦୨୨: ସିନିୟରଙ୍କ ରାଗିଂ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଏହାକୁ ନେଇ ତୁମ୍ବିତୋଫାନ…
ଅଧିକ ଖବର ପଢନ୍ତୁ » -
ଡ୍ରପ୍ଆଉଟ୍ ରୋକିବାକୁ ଅପଗ୍ରେଡ୍ ହେବ ୧୦୦ ହାଇସ୍କୁଲ
ସତ୍ୟଶିଖା( ଭୁବନେଶ୍ୱର )୦୩.୦୮. ୨୦୨୨: ଡ୍ରପ୍ ଆଉଟ୍ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବ। ଆସନ୍ତା ଶିକ୍ଷାବର୍ଷରୁ ୧୦୦ଟି ହାଇସ୍କୁଲକୁ…
ଅଧିକ ଖବର ପଢନ୍ତୁ » -
CUET ପିଜି ପାଇଁ ପରୀକ୍ଷା ତାରିଖ ଘୋଷଣା
ସତ୍ୟଶିଖା( ଭୁବନେଶ୍ୱର)୦୨.୦୮ . ୨୦୨୨: ନୂଆଦିଲ୍ଲୀ : ପିଜି ପାଇଁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିିକା ପରୀକ୍ଷା ତାରିଖ ଘୋଷଣା ହୋଇଛି । ସେପ୍ଟେମ୍ବର ୧ ରୁ ୭…
ଅଧିକ ଖବର ପଢନ୍ତୁ » -
ଶିକ୍ଷକତା ବୃତ୍ତିକୁ ଏକ ସଂକଳ୍ପ ଭାବେ ଗ୍ରହଣ କର: ମୁଖ୍ୟମନ୍ତ୍ରୀ
ସତ୍ୟଶିଖା( ଭୁବନେଶ୍ୱର)୦୨.୦୮ . ୨୦୨୨: ରାଜ୍ୟରେ ନିଯୁକ୍ତି ପାଇଲେ ୬ ହଜାର ୮୯୧ ଶିକ୍ଷକ ଶିକ୍ଷୟିତ୍ରୀ। ଏହି ନବ ନିଯୁକ୍ତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଉଦବୋଧନ ଦେଇ ଶିକ୍ଷକତା ବୃତ୍ତିକୁ…
ଅଧିକ ଖବର ପଢନ୍ତୁ » -
ଆଜି ୬୮୯୧ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, କଳିଙ୍ଗ ଷ୍ଟାଡିୟମ୍ରେ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ
ସତ୍ୟଶିଖା( ଭୁବନେଶ୍ୱର)୦୧.୦୮ . ୨୦୨୨: ଆଜି ୬୮୯୧ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ…
ଅଧିକ ଖବର ପଢନ୍ତୁ » -
ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା, ୨୬ କେନ୍ଦ୍ରରେ ୭୦ ହଜାର ପରୀକ୍ଷାର୍ଥୀ
ସତ୍ୟଶିଖା( ଭୁବନେଶ୍ୱର)୦୧.୦୮ . ୨୦୨୨: ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜରେ ଥିବା ପିଜି ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ସୋମବାରଠାରୁ ଏକକ…
ଅଧିକ ଖବର ପଢନ୍ତୁ » -
ଆଜିଠୁ ସ୍ବତନ୍ତ୍ର ଓଜେଇଇ ପାଇଁ ଆବେଦନ
ସତ୍ୟଶିଖା( ଭୁବନେଶ୍ୱର)୦୧.୦୮ . ୨୦୨୨: ବି.ଟେକ୍, ଏଲ୍ଇ-ଟେକ୍(ଡିପ୍ଲୋମା), ଏଲ୍ଇ-ଟେକ୍(ବି.ଏସ୍ସି), ଏମ୍ବିଏ, ଏମ୍ସିଏ, ବି.ଫାର୍ମା, ଏମ୍ ଫାର୍ମା ପରି ପାଠ୍ୟକ୍ରମରେ ନାମଲେଖା ଲାଗି ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ…
ଅଧିକ ଖବର ପଢନ୍ତୁ »