ଶିକ୍ଷା
-
ଘଡାଇ ରେସିଡେନ୍ସିଆଲ୍ କଲେଜ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ସତ୍ୟଶିଖା(ମାଲକାନଗିରି ) ୧୦.୦୪.୨୦୨୧: ମାଲକାନଗିରି ଘଡାଇ ରେସିଡେନ୍ସିଆଲ୍ କଲେଜକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କଲେଜରେ ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ପରେ ଏଭଳି ପଦକ୍ଷେପ…
ଅଧିକ ଖବର ପଢନ୍ତୁ » -
କଟକ ବଡ଼ ମେଡିକାଲର ନର୍ସିଂ କଲେଜ ବନ୍ଦ
ସତ୍ୟଶିଖା(କଟକ) ୧୦.୦୪.୨୦୨୧: କଟକ ବଡ଼ ମେଡିକାଲର ନର୍ସିଂ କଲେଜକୁ ବନ୍ଦ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢ଼ିବା ପରେ ACS (ସ୍ୱାସ୍ଥ୍ୟ ବିଭାଗ)ଙ୍କ ନିର୍ଦ୍ଦେଶ କ୍ରମେ…
ଅଧିକ ଖବର ପଢନ୍ତୁ » -
ଏଥର ନିଜ ସ୍କୁଲରେ ପିଲା ପାଇବେ ଜାତି ପ୍ରମାଣ ପତ୍ର
ସତ୍ୟଶିଖା(ଭୁବନେଶ୍ୱର) ୧୦.୦୪.୨୦୨୧: ଏଥର ନିଜ ନିଜ ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର । ଜାତି ପ୍ରମାଣପତ୍ର ସହ ଆୟ ଓ ଆବାସିକ ପ୍ରମାଣପତ୍ର ମଧ୍ୟ…
ଅଧିକ ଖବର ପଢନ୍ତୁ » -
ଘୁଞ୍ଚିବନି ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା: ମନ୍ତ୍ରୀ
ସତ୍ୟଶିଖା(ଭୁବନେଶ୍ୱର) ୦୯.୦୪.୨୦୨୧: ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ନିର୍ଦ୍ଧାରିତ ତାରିଖରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା…
ଅଧିକ ଖବର ପଢନ୍ତୁ » -
ରାଜରାସ୍ତାରେ ବାଣୀବିହାର ଛାତ୍ରଛାତ୍ରୀଙ୍କ ଗର୍ଜନ-‘ପିପିଲିରେ ରାଲି ହେଉଛି, ଆମକୁ କହୁଛନ୍ତି ହଷ୍ଟେଲ ଛାଡ଼’
ସତ୍ୟଶିଖା(ଭୁବନେଶ୍ୱର) ୦୯.୦୪.୨୦୨୧: ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବାଣିବିହାର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ଲମ୍ବ ଡିଆଁ…
ଅଧିକ ଖବର ପଢନ୍ତୁ » -
ସିଲ୍ ହେଲା କଟକର ମହିନ୍ଦ୍ରା କୋଚିଂ ସେଣ୍ଟର୍
ସତ୍ୟଶିଖା(କଟକ) ୦୮.୦୪.୨୦୨୧: ଅରୁଣୋଦୟ ମାର୍କେଟରେ ଥିବା ମହିନ୍ଦ୍ରା କୋଚିଂ ସେଣ୍ଟରକୁ କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍ କରିଛି କଟକ ମହାନଗର ନିଗମ(ସିଏମ୍ସି) । ଅରୁଣୋଦୟ ମାର୍କେଟରେ…
ଅଧିକ ଖବର ପଢନ୍ତୁ » -
ସଂକ୍ରମଣ ନେଇ ବିଏମସି କମିଶନରଙ୍କ ସୂଚନା : ପରୀକ୍ଷା ସରିଥିଲେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇବାକୁ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ
ସତ୍ୟଶିଖା(ଭୁବନେଶ୍ୱର) ୦୮.୦୪.୨୦୨୧: ଚିନ୍ତା ବଢାଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ…
ଅଧିକ ଖବର ପଢନ୍ତୁ » -
ପ୍ରଧାନ ଶିକ୍ଷକଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ନିର୍ଦ୍ଦେଶନାମା
ସତ୍ୟଶିଖା(ଭୁବନେଶ୍ୱର) ୦୬.୦୪.୨୦୨୧: ଏଣିକି ପ୍ରଧାନ ଶିକ୍ଷକମାନେ ଦୈନିକ ଅତିକମ୍ରେ ୨ଟି କ୍ଲାସ୍ ନେବେ। ଆଜି ନିର୍ଦ୍ଦେଶନାମା ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ ରାଜ୍ୟର…
ଅଧିକ ଖବର ପଢନ୍ତୁ » -
ସିବିଏସ୍ଏଇ ପକ୍ଷରୁ ଇ-ପରୀକ୍ଷା ପୋର୍ଟାଲ୍ ଲଞ୍ଚ
ସତ୍ୟଶିଖା(ନୂଆଦିଲ୍ଲୀ) ୦୩.୦୪.୨୦୨୧: ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଏଇ ଇ-ପରୀକ୍ଷା ପୋର୍ଟାଲ୍ ଲଞ୍ଚ କରିଛି। ଏଥିରେ ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା କେନ୍ଦ୍ର…
ଅଧିକ ଖବର ପଢନ୍ତୁ » -
ଛାତ୍ରୀଙ୍କ ବିରୋଧରେ ଛାତ୍ରୀଙ୍କ ରାଗିଂ ଅଭିଯୋଗ
ସତ୍ୟଶିଖା(ଭୁବନେଶ୍ୱର) ୦୩.୦୪.୨୦୨୧: ସମ୍ବଲପୁର ସରକାରୀ ହୋମିଓପ୍ୟାଥିକ୍ କଲେଜରେ ଜନୈକ ଛାତ୍ରୀଙ୍କ ବିରୋଧରେ ଛାତ୍ରୀ ଆଣିଛନ୍ତି ରାଗିଂ ଅଭିଯୋଗ। ଗତ ୧ତାରିଖରେ ଏନେଇ ଦିଲ୍ଲୀର ନ୍ୟାସନାଲ ଆଣ୍ଟି ରାଗିଂ…
ଅଧିକ ଖବର ପଢନ୍ତୁ »









