ଅପରାଧରାଜ୍ୟ

ଗଞ୍ଜେଇ ଜବତ ଚୋରା ଚାଲାଣ ବେଳେ

ସତ୍ୟଶିଖା (ବ୍ରହ୍ମପୁର) ୦୨/୧୨/୨୦୨୦ : ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ । ଚଢାଉ ବେଳେ ବ୍ରହ୍ମପୁର ପୋଲିସ ହାତରେ ଧରାପଡିଲା ସାଢେ ୨୮ କିଲୋ ଗଞ୍ଜେଇ ଜବତ । ଅଭିଯୋଗରେ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଜଣକ ହେଲେ ସାଗର ମୁଳି । ବିଭିନ୍ନ ଥାନାରେ ସାଗର ନାଁରେ ଏକାଧିକ ମାମଲା ରହିଛି । ଏ ନେଇ ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।

Show More
Back to top button