ବୁଧବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l


ସତ୍ୟଶିଖା :୦୨/୦୭/୨୦୨୫:
ମେଷ: କାମରେ ନୂଆ ଅବସର ମିଳିପାରେ। ବୁଝି ବିଚାରି କଥା କହନ୍ତୁ। ବ୍ୟବସାୟରେ ଲାଭ ହେବ। ମନ ଶାନ୍ତି ରହିବ। ଭଲ ଖବର ଆସିପାରେ।
ବୃଷ: ପରିବାରରେ ମିଳିତ ଖୁସି ମିଳିପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ସମସ୍ୟାର ସମାଧାନ ମିଳିବ। ମନରେ ଅଳ୍ପ ଦୁଃଖ ରହିବ। ଆଧ୍ୟାତ୍ମିକତା ଉପରେ ଆକର୍ଷଣ ବଢ଼ିବ।
ମିଥୁନ: ଦିନରେ ମିଶ୍ର ଫଳ ମିଳିବ। କିଛି କାର୍ଯ୍ୟରେ ବାଧା ଆସିପାରେ। ସନ୍ତାନଙ୍କ ପାଇଁ ଚିନ୍ତାରେ ରହିପାରନ୍ତି। ବ୍ୟବସାୟରେ ଧୈର୍ଯ୍ୟ ଆବଶ୍ୟକ। ପୁରୁଣା ମାନସିକ ଚିନ୍ତା ଦୂର ହେବ।
କର୍କଟ: ଧନ ଲାଭ ହେବାର ସମ୍ଭାବନା ଅଛି। ନୂଆ କାମ ଆରମ୍ଭ ପାଇଁ ଦିନ ଭଲ। ପ୍ରେମ ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି। ଦୁଃଖ ଭୁଲି ଆଗକୁ ବଢ଼ନ୍ତୁ। ବନ୍ଧୁମାନେ ସାହାଯ୍ୟ କରିପାରନ୍ତି।
ସିଂହ: ମନ ଆନନ୍ଦିତ ରହିବ। ସ୍ୱାସ୍ଥ୍ୟ ଭଲ ରହିପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂଆ ଯାତ୍ରା ଯୋଗ ହୋଇପାରେ। ବଡ଼ମାନଙ୍କର ଆଶୀର୍ବାଦ ମିଳିପାରେ।
କନ୍ୟା: କାମ ଅଧା ରହିପାରେ। ବୃଦ୍ଧି ପାଇଁ ପ୍ରୟାସ ଜାରି ରଖନ୍ତୁ। ନିଜର ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ। ଆର୍ଥିକ ଦିଗକୁ ନେଇ ଚିନ୍ତାରେ ରହିପାରନ୍ତି।
ତୁଳା: କିଛି ପୁରୁଣା ମାନସିକ ଯନ୍ତ୍ରଣା ଶେଷ ହେବ। ମିତ୍ରଙ୍କ ସହ ସମ୍ପର୍କ ଭଲ ହେବ। ଆତ୍ମବିଶ୍ୱାସ ବଢ଼ିବ। କାମ ଅନୁଯାୟୀ ଫଳ ମିଳିବ।
ବୃଷ: ଧୈର୍ଯ୍ୟ ଏବଂ ସତର୍କତା ଆବଶ୍ୟକ। ଅନ୍ୟମାନଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ। ମନ ଅସ୍ଥିର ହେଇପାରେ। ପ୍ରେମ ସମ୍ପର୍କ ଅଳ୍ପ ଅସୁବିଧା ଆସିପାରେ।
ଧନୁ: ନୂଆ ଯାତ୍ରା ଯୋଗ ଦେଖାଯିବ। ଅଧ୍ୟୟନ ଓ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଅପରିଚିତ ଲୋକଙ୍କ ସହ ଦୂରତା ରଖନ୍ତୁ। ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଦରକାର।
ମକର: କିଛି ଲାଭ ହେବ। ପରିବାରରେ ଶାନ୍ତି ବଢ଼ିବ। ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ଜନ୍ମିବ। ବୃଦ୍ଧି ପାଇଁ ଉପଯୁକ୍ତ ଦିନ। ଅତି ଆତ୍ମବିଶ୍ୱାସ ରଖିବା ଠିକ୍ ନୁହେଁ।
କୁମ୍ଭ: ସମ୍ପର୍କରେ ମିଶ୍ର ଅନୁଭୂତି ହେବ। କାମରେ ନୂଆ ଯୋଜନା ମନକୁ ଆସିପାରେ। ବୃଦ୍ଧି ପାଇଁ ପ୍ରୟାସ କରନ୍ତୁ। ଶତୃମାନେ ଦୁର୍ବଳ ହେବେ। ବୃଦ୍ଧି ଓ ନୂଆ ଯୋଜନା ପାଇଁ ସମୟ ଭଲ।
ମୀନ: ମନ ଶାନ୍ତ ରହିପାରେ। ଧନ ଲାଭ ହେବାର ସୁଯୋଗ ମିଳିପାରେ। ମିଳିତ କାର୍ଯ୍ୟରେ ସଫଳତା ଆସିପାରେ। ଦୀର୍ଘ ଦିନର ଚିନ୍ତା ଶେଷ ହେବ। ଦାମ୍ପତ୍ୟ ଜୀବନ ଭଲ ରହିପାରେ।