ରାଶିଫଳ

ସୋମବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା ୦୧/୦୯/୨୦୨୫:

ମେଷ– କାମରେ ବାଧା ଆସିପାରେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି । ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ହୋଇପାରେ।  କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ବିରୋଧ ହୋଇପାରେ । କ୍ଲାନ୍ତ ବା ପୀଡ଼ା ଆସିପାରେ ।

ବୃଷ– ଦିନଟି ଉପକାରୀ ହେବ । ପରିବାରରେ ଆନନ୍ଦ ଓ ସମନ୍ୱୟ ରହିବ । କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଧନ-ଲାଭର ଯୋଗ ରହିଛି । ମିତ୍ର ଓ ପ୍ରିୟଜନଙ୍କ ସହିତ ଖୁସିର ସମୟ କାଟିବେ । ମନୋବଳ ବଢ଼ିବାରୁ ଯୋଜନାରେ ସଫଳତା ମିଳିବ ।

ମିଥୁନ– ବ୍ୟବସାୟରେ ନୂଆ କାମର ଶୁଭାରମ୍ଭ ସମ୍ଭବ । କାର୍ଯ୍ୟକ୍ଷେତ୍ରରେ ସହାୟତା ମିଳିବାରୁ କାମ ସହଜ ହେବ । ଧନ-ଲାଭ ହେବାର ସୁଯୋଗ ରହିଛି । ପରିବାରରେ ସୁଖ-ଶାନ୍ତି ରହିବ । ବିଦ୍ୟାର୍ଥୀଙ୍କ ପାଇଁ ଭଲ ସମୟ, ପଢ଼ାରେ ଏକାଗ୍ରତା ବଢ଼ିବ । ସମାଜରେ ସମ୍ମାନ ବୃଦ୍ଧି ହେବ।

କର୍କଟ– ଯାହା କରିବେ, ସେଥିରେ ସୁବିଧା ମିଳିବ । ପରିବାରରେ ସମସ୍ୟା ସମାଧାନ ହେବ । ଧନ-ଲାଭର ସୁଯୋଗ ମିଳିବ । କୌଣସି ପୁରୁଣା ଚିନ୍ତା ସମାପ୍ତ ହେବ । ମନରେ ଆଶା ଓ ଉତ୍ସାହ ବଢ଼ିବ ।

ସିଂହ– କାର୍ଯ୍ୟରେ ଅନାବଶ୍ୟକ ବିଳମ୍ବ ଆସିବ । ପରିବାରରେ ବିରୋଧ ବା କ୍ଷୋଭ ଜନ୍ମିପାରେ । ଧନ-ହାନିର ସମ୍ଭାବନା ରହିଛି। ଯାତ୍ରାରେ ବାଧା ସୃଷ୍ଟି ହୋଇପାରେ । ପ୍ରେମ ସମ୍ପର୍କରେ ମନାନ୍ତର ହୋଇପାରେ। ମନରେ ଅସ୍ଥିରତା, କାମରେ ବିନୋଦ ଅଭାବ ଦେଖାଯିବ ।

କନ୍ୟା– କାର୍ଯ୍ୟକ୍ଷେତ୍ରରେ ସୁନାମ ଲାଭ ହେବ । ପରିବାରରେ ସୁଖଦ ପରିବେଶ ରହିବ । ନୂଆ କାମରେ ସଫଳତା ମିଳିବ। ବ୍ୟବସାୟରେ ଧନ-ଲାଭ ହେବ । ବିଦ୍ୟାର୍ଥୀଙ୍କ ପାଇଁ ଉନ୍ନତି ରହିଛି । ପ୍ରିୟଜନଙ୍କ ସହିତ ସୁନ୍ଦର ସମ୍ପର୍କ ଗଢ଼ିଉଠିବ । ମନୋବଳ ବୃଦ୍ଧି ପାଇବ।

ତୁଳା– ମିଶ୍ର ଫଳ ମିଳିବ । କାମରେ ବିଳମ୍ବ ହୋଇପାରେ। ଧନାଗମନ ଥିଲେ ମଧ୍ୟ ବ୍ୟୟ ବଢ଼ିବ । ସ୍ୱାସ୍ଥ୍ୟରେ ସାବଧାନ ହେବା ଦରକାର । କୌଣସି କଥାକୁ ନେଇ ଚିନ୍ତାରେ ରହିପାରନ୍ତି।

ବିଛା– ଦିନ ଶୁଭକାରକ । କାମରେ ସଫଳତା ଓ ସମ୍ମାନ ମିଳିବ । ପରିବାରରେ ଖୁସିର ପରିବେଶ ରହିବ । ବ୍ୟବସାୟରେ ଧନ-ଲାଭର ଯୋଗ ରହିଛି । ପ୍ରିୟଜନଙ୍କ ସହିତ ସୁନ୍ଦର ସମୟ କାଟିବେ । ଭଲ ଖବର ଶୁଣିବାର ସମ୍ଭାବନା । ଯାତ୍ରାର ସୁଯୋଗ ମଧ୍ୟ ଆସିପାରେ ।

ଧନୁ– କାର୍ଯ୍ୟକ୍ଷେତ୍ରରେ ବିଳମ୍ବ ଓ ବିରୋଧ ହୋଇପାରେ । ଧନ-ହାନି ହେବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟରେ କିଛି ଅସୁବିଧା । ପ୍ରେମରେ ଅସ୍ଥିରତା, ଭୁଲ ବୁଝାମଣା ହୋଇପାରେ। ମନରେ କ୍ଷୋଭ ବଢ଼ିବ ।

ମକର– କାମରେ ନୂଆ ସୁଯୋଗ ମିଳିବ । ପରିବାରରେ ସୁଖ-ଶାନ୍ତି । ବ୍ୟବସାୟରେ ଲାଭ । ମିତ୍ରଙ୍କ ସହିତ ଭଲ ସମ୍ପର୍କ । ଧନ-ଲାଭର ସୁଯୋଗ ରହିଛି । ମନରେ ଉତ୍ସାହ ବଢ଼ିବ । କୌଣସି ଶୁଭ ସମ୍ବାଦ ମିଳିବ ।

କୁମ୍ଭ– ମିଶ୍ର ପରିଣାମ ଦେଖାଯିବ । ଧନାଗମନ ସହିତ ବ୍ୟୟ ବି ବଢ଼ିବ । ସ୍ୱାସ୍ଥ୍ୟରେ ସାବଧାନ ହେବା ଦରକାର । ମନରେ କୌଣସି କଥାକୁ ନେଇ ଚିନ୍ତା ରହିବ।

ମୀନ– ସୁଭ କାମରେ ଯୋଗଦାନ କରିପାରିବେ । ପରିବାରରେ ଆନନ୍ଦ । ବ୍ୟବସାୟରେ ସୁଭିଧା ଓ ଲାଭ । ଶିକ୍ଷାରେ ସଫଳତା । ପ୍ରିୟଜନଙ୍କ ସହିତ ସୁମଧୁର ସମ୍ପର୍କ । ସମାଜରେ ସମ୍ମାନ ବଢ଼ିବ । ମନୋବଳ ଓ ଉତ୍ସାହ ରହିବ ।

Show More
Back to top button