ରାଶିଫଳ

ଶୁକ୍ରବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା :୦୪/୦୭/୨୦୨୫: 

ମେଷ– ଦିନ ଭଲ ରହିବ। ପୁରୁଣା କାମ ସାରିପାରିବେ। ନୂଆ ଯୋଜନା ଆରମ୍ଭ କରିପାରିବେ। ବୃଦ୍ଧ ଲୋକଙ୍କ ଆଶୀର୍ବାଦ ମିଳିପାରିବ। ଅନ୍ୟମାନେ ଆପଣଙ୍କୁ ସହଯୋଗ କରିବେ।

ବୃଷ– ଅନ୍ୟମାନେ କହିଥିବା ଉପରେ ଅଧିକ ଭରସା କରନ୍ତୁ ନାହିଁ। ଅପେକ୍ଷା କରୁଥିବା ଧନ ଆସିପାରେ। ପରିବାର ସହ କିଛି ସମୟ କାଟିପାରିବେ। ମନ ଅସ୍ଥିର ରହିପାରେ। ଅବଶ୍ୟକ ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ।

ମିଥୁନ– ନୂଆ କାମ ଆରମ୍ଭ କରିବାର ଦିନ। ପାଠ ପଢ଼ାରେ ଭଲ ଫଳ ମିଳିପାରେ। ବନ୍ଧୁମାନଙ୍କ ସହ ମିଳିତ ମତ ହେବ। ଘରେ ସୁଖ ଶାନ୍ତି ରହିବ। ନିଜ ଦକ୍ଷତା ଉପରେ ଭରସା ରଖନ୍ତୁ।

କର୍କଟ– କିଛି ନୂଆ ସମ୍ବାଦ ମିଳିପାରେ। କୌଣସି କାମରେ ତରତବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ଭାବବିହ୍ବଳ ହେବା କିଛି କାମ ଉପରେ ପ୍ରଭାବ ପକାଇପାରେ। ଧ୍ୟାନ ଦେଇ କାମ କରନ୍ତୁ ।

ସିଂହ- ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। ପରିବାର ମଧ୍ୟରେ ସମସ୍ୟା ହୋଇପାରେ। ଅନ୍ୟମାନେ ଆପଣଙ୍କ ବିରୋଧରେ କଥା କହିପାରନ୍ତି । ଶାନ୍ତ ରୁହନ୍ତୁ ଓ ସହିଷ୍ଣୁ ହୁଅନ୍ତୁ ।

କନ୍ୟା– ଦୂର ଯାତ୍ରା କରିପାରନ୍ତି। ଅପେକ୍ଷିତ ଫଳ ମିଳିପାରେ। ମନ ଶାନ୍ତ ରଖନ୍ତୁ । ନିଜ କାମ ନିଜେ କରିବା ଭଲ ।

ତୁଳା– ଧନ ଲାଭ ହେବ, କିନ୍ତୁ ଅବୃଥା ଖର୍ଚ୍ଚ କରନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ଭଲ ରହିପାରେ। ନୂଆ ଚିନ୍ତା ମନରେ ଆସିପାରେ। କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ।

ବିଛା–  ପୁରୁଣା କାମ ସାରିପାରିବେ। ଆତ୍ମବିଶ୍ୱାସ ବଢ଼ିବ। ବନ୍ଧୁମାନେ ଆପଣଙ୍କ ସହଯୋଗ କରିପାରନ୍ତି। କୌଣସି ନୂଆ କାମରେ ମନ ଲାଗିପାରେ। ମନ ଭଲ ରହିବ।

ଧନୁ– ଅଧିକ ଭାବନା ଆସିପାରେ। ଯାତ୍ରାରେ ସାବଧାନ ରହିବା ଦରକାର। ବିଦ୍ୟା ଓ ଧର୍ମ ପାଇଁ ଆଗ୍ରହ ରହିପାରେ। ଶାନ୍ତ ଓ ଧୈର୍ଯ୍ୟ ରଖନ୍ତୁ।

ମକର– ନିଜ ଶିଷ୍ଟ ଚରିତ୍ର ଦ୍ୱାରା ଲୋକଙ୍କ ମନ ଜିତିପାରିବେ। କୌଣସି ନୂଆ ଯୋଜନା ଆରମ୍ଭ କରିପାରିବେ। ଘରେ ସୁଖ ଓ ସମୃଦ୍ଧି ରହିବ। ଦାନ ପୁଣ୍ୟ କରନ୍ତୁ।

କୁମ୍ଭ– ମନ ଖୁସି ରହିବ। କିଛି ଭଲ ସମ୍ବାଦ ମିଳିପାରେ। ବୃଦ୍ଧ ଲୋକଙ୍କୁ ସାହାଯ୍ୟ କରନ୍ତୁ। କୌଣସି ବିବାଦ ଦୂର ହେବ। ନିଜ ଦୟା ଓ ଶାନ୍ତି ରଖନ୍ତୁ।

ମୀନ–  ଅନେକ ନୂଆ ଧାରଣା ମନରେ ଆସିପାରେ। ଘରେ ଖୁସି ଓ ସମ୍ପୃକ୍ତି ବଢ଼ିପାରେ। ଶିକ୍ଷା ଓ ଧ୍ୟାନରେ ମନ ଲାଗିପାରେ। ଅଧିକ କଥା କହିବାରୁ ବିରତ ରୁହନ୍ତୁ।

Show More
Back to top button