ସତ୍ୟଶିଖା (ଭୁବନେଶ୍ୱର) ୨୮/୧୧/୨୦୨୦ : ଏବେ ଦୁର୍ଘଟଣା କମିବ । ଆଉ କାର୍ ଉପରେ ମାଡିଯିବନି ଟ୍ରକ୍ । ବାଇକକୁ ପଛରୁ ଧକ୍କା ଦେବନି ବସ୍। ନା ରହିବ ଦ୍ରୁତଗତି ନା ଓଭରଟେକ୍ର ଚିନ୍ତା। ସବୁ ଗାଡ଼ି ନିଜ ନିଜ ଲେନ୍ରେ ଚାଲିବେ। ଦୁଇ ଚକିଆ ହେଉ କି ଚାରି ଚକିଆ କିମ୍ବା ଟ୍ରକ୍, ବସ୍… ନିର୍ଦ୍ଧାରିତ ବେଗରେ ନିର୍ଦ୍ଧିଷ୍ଟ ଲେନ୍ରେ ଯିବାକୁ ବାଧ୍ୟହେବେ । କାରଣ ରାଜଧାନୀ ରାସ୍ତାରେ ଖୁବଶୀଘ୍ର ଆରମ୍ଭ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା ।
ଲେନ୍ ଡ୍ରାଇଭିଂ କଟକ-ଭୁବନେଶ୍ୱର NHରେ
