ରାଜ୍ୟ

ବିଚ୍ ରାସ୍ତାରେ ଚକ୍ରଧରଙ୍କୁ ହତ୍ୟା !

ବାଲେଶ୍ୱର (ସତ୍ୟଶିଖା): ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ସଇପୁର ଗାଁରେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ସଇପୁର ନିକଟ ଶେଖ୍ ପାଟଣା ଗାଁର ଚକ୍ରଧର ବାରିକ। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ସାଇଣ୍ଟିଫିକ୍ ଟିମ୍‌ ସହିତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତା’ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ଅନୁସନ୍ଧାନ ଜାରି ରଖିଛି।

[ad_2]
Show More
Back to top button