ଘର କିମ୍ବା ଅଫିସରେ ଏପରି ରଖନ୍ତୁ ମାଛ ଆକ୍ଵାରିୟମ୍ l

ସତ୍ୟଶିଖା ୨ .୦୯ .୨୦୨ ୦ :  ଘରେ କିମ୍ବା ଅଫିସରେ ମାଛ ଆକ୍ଵାରିୟମ୍ ରଖିବା ସମୟରେ କିଛି କଥା ପ୍ରତି ଧ୍ୟାନ ରଖିବା ଉଚିତ୍। ଏହାକୁ ଯଦି ଠିକ୍ ସ୍ଥାନ ଏବଂ ଦିଗରେ ରଖାଯିବ ତେବେ ଏହା ପରିବାର ଲୋକଙ୍କ ଖୁସିର କାରଣ ହୋଇପାରେ। ଆକ୍ଵାରିୟମ୍ ଭିତରେ ବୋହୁଥିବା ପାଣିର ଶବ୍ଦ ଘରେ ସକରାତ୍ମକ ଶକ୍ତିର ପ୍ରବାହ ଏବଂ ଖୁସିକୁ ମଧ୍ୟ ବଢ଼ାଇଥାଏ ।

Exit mobile version