ରାଜ୍ୟସ୍ୱାସ୍ଥ୍ୟ

ପୁଣି ୬୬ ମୁଣ୍ଡ ନେଲା କରୋନା

ସତ୍ୟଶିଖା(ଭୁବନେଶ୍ୱର ) ୨୧.୦୮ .୨୦୨୧: ରାଜ୍ୟରେ କରୋନା ସଂକ୍ରମଣ ୧୦ଲକ୍ଷ ଟପିଲାଣି । କିଛି ଦିନ ହେବ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ରୋକ ଲାଗୁନାହିଁ । ଗତ ୨୪ ଘ ।ରେ ରଜ୍ୟରେ ଆଉ ୬୬ଜଣ କରୋନା ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଜଗତସିଂହପୁରରୁ ୧୧ଜଣ, କଟକରୁ ୧୦, ଢେଙ୍କାନାଳରୁ  ୮, କେନ୍ଦ୍ରାପଡାରୁ ୭, ଅନୁଗୁଳରୁ ୬, ଯାଜପୁରରୁ ୬, ଭଦ୍ରକରୁ ୫, ବାଲେଶ୍ୱରରୁ, ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, କେନ୍ଦୁଝର , ମୟୂରଭଞ୍ଜ ଓ ନୟାଗଡରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ବ ର୍ମାନ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୨୮୯ରେ ପହ ିଛି ।ଗତ ୨୪ଘ ।ରେ ରାଜ୍ୟରେ ୯୧୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେ ।ଇନ ସେ ରରୁ ୫୩୧ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୩୮୦ଜଣ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୨୩ ଜଣ, ବାଲେଶ୍ୱରରୁ ୫୧, ବରଗଡ ୭, ଭଦ୍ରକ ୧୨, ବଲାଙ୍ଗିରରୁ ୫, କଟକରୁ ୮୮, ଦେବଗଡରୁ ୧୦, ଢେଙ୍କାନାଳରୁ ୧୬, ଗଜପତିରୁ ୬, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୪୯, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୩୧, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୩୫୨, କୋରାପୁଟରୁ ୬, ମାଲକାନାଗିରିରୁ ୭, ମୟୂରଭଞ୍ଜରୁ ୩୮, ନୟାଗଡରୁ ୧୯, ପୁରୀରୁ ୩୦, ରାୟଗଡାରୁ ୭, ସମ୍ବଲପୁରରୁ ୧୩, ସୋନପୁରରୁ ୩, ସୁନ୍ଦରଗଡରୁ ୮, ରାଜ୍ୟପୁଲରୁ ୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବ ର୍ମାନ ସୁଦ୍ଧା ମୋଟ ୧୦ଲକ୍ଷ ୮୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Show More
Back to top button