ଓଡିଶାରେ କରୋନା ; ଚିହ୍ନଟ ହେଲେ ୧୩ ପଜିଟିଭ୍‍

ସତ୍ୟଶିଖା( ଭୁବନେଶ୍ୱର)୧୮.୦୫.୨୦୨୨ :  ରାଜ୍ୟରେ ଦିନକରେ ଆଉ ୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧,ସଙ୍ଗରୋଧରୁ ୮,ସ୍ଥାନୀୟ ୫। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୩୨୭କୁ ବୃଦ୍ଧି ପାଇଛି। ଏହାସହ ମୋଟ ୧୨,୭୯,୦୨୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୩,ବରଗଡ ୧, ବଲାଙ୍ଗୀର ୧, କଟକ ୧, ଗଜପତି ୨, ଖୋର୍ଦ୍ଧା ୩,ନୂଆପଡା ୧, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Exit mobile version