ସତ୍ୟଶିଖା (ମୁମ୍ବାଇ) ୨୭/୧୧/୨୦୨୦ : ଅଭିନେତ୍ରୀ କଙ୍ଗନା ରାଣାୱତ ଓ ବିଏମସି ମଧ୍ୟରେ ଚାଲିଥିବା ବିବାଦର ଶୁଣାଣି କରିଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟ ଏହି ମାମଲାରେ କଙ୍ଗନାଙ୍କ ସପକ୍ଷରେ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି କି, କଙ୍ଗନା ଘର ନିର୍ମାଣ କରିବା ପୂର୍ବରୁ ବିଏମସିର ଅନୁମତି ନେଇଥିଲେ । ସେତେବେଳେ ଯଦି ଷ୍ଟ୍ରକଚର ଠିକ୍ ଥିଲା ତାହାଲେ ଏବେ କ’ଣ ଅସୁବିଧା ରହିଛି ।
ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କ ଜିତ୍
