ସତ୍ୟଶିଖା (ଭୁବନେଶ୍ୱର) ୫/୧୧/୨୦୨୦ : ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପକ୍ଷ ରଖିଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ପକ୍ଷ ରହିଛନ୍ତି ଜଗି ପଣ୍ଡା । ମାମଲା ନାକଚ କରିବାକୁ ଆବେଦନ କରିଥିବା ଜଣାପଡିଛି ।
ରାଜ୍ୟ ରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା
