ଅପରାଧନ୍ୟୁଜ୍ରାଜ୍ୟ

ସାମ୍ବାଦିକଙ୍କୁ ମାଡ଼ ମାରି ଲୁଟ୍

ସତ୍ୟଶିଖା (ଭୁବନେଶ୍ୱର) ୦୨/୦୧/୨୦୨୧ : ସାମ୍ବାଦିକଙ୍କୁ ମାଡ଼ ମାରି ଲୁଟ୍ । ଘଟଣା ଘଟିଛି ମଞ୍ଚେଶ୍ୱର ଷ୍ଟେସନ ନିକଟ ପାର୍କରେ । ଲୁଟର ଶିକାର ହୋଇଛନ୍ତି ସମ୍ବାଦ ଚନ୍ଦ୍ରଶେଖରପୁର ରିପୋର୍ଟର ବିଦ୍ୟାଧର ବାରିକ । ନିକଟରେ ଲାଗିଥିବା ଏକ ସିସିଟିଭି ଫୁଟେଜରେ ଲୁଟେରାଙ୍କ ଚିତ୍ର କଏଦ ହୋଇଛି । ଏ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଧର ଅପରାହ୍ନରେ ପାର୍କରେ ଚାଲୁଥିଲେ । ଦୁଇଜଣ ଲୁଟେରା ତାଙ୍କୁ ମାଡ଼ ମାରି ସେ ବେକରେ ପକାଇଥିବା ସୁନା ଚେନ୍ ଓ ମୋବାଇଲ ଫୋନ୍ ଲୁଟି ନେଇଥିଲେ ।

Show More
Back to top button