ସତ୍ୟଶିଖା ୨୧.୦୯.୨୦୨୦ : ଭାରତ-ଚୀନ ମଧ୍ୟରେ ଉତେଜନା କମିବାର ନାଁ ନେଉନାହିଁ । ଅମାନିଆ ଚୀନ ଯୋଗୁଁ ଏଲଏସିରେ ମାହୋଲ ଗରମ ରହିଛି । ଚୀନ ନିଜର ସୈନ୍ୟଶକ୍ତି ବଳରେ ଭାରତକୁ ଡରାଇବାକୁ ଚାହିୁଁଛି, କିନ୍ତୁ ଭାରତୀୟ ସୈନ୍ୟ ଡ୍ରାଗନକୁ କଡା ଜବାବ ଦେଇଛି । ବର୍ତମାନର ଚୀନ ସେନାର ଭୟ ଆହୁରି ବଢିଯାଇଛି । କାରଣ, ଲଦ୍ଦାଖର ଏଲଏସିରେ ଉଡିଛି ରାଫେଲ ।
ଭାରତ-ଚୀନ ସୀମାରେ ଉତେଜନା ପ୍ରସଙ୍ଗ l
