ସତ୍ୟଶିଖା (ମୁମ୍ବାଇ) ୨୧/୧୦/୨୦୨୦ : ଅଭିନେତ୍ରୀ ଗୌହାର ଖାନ୍ ଏବେ ବିଗ୍ ବସ୍ ୧୪ ଘର ଭିତରେ ନଜର ଆସୁଛନ୍ତି । ଶୋରେ ସେ ସିନିୟର ହୋଇ ଆସିଛନ୍ତି । ଧାରାବାହିକରେ ତାଙ୍କୁ ଖୁବ୍ ପସନ୍ଦ କରାଯାଉଛି । ବିଗ୍ ବସ୍ ବ୍ୟତୀତ ଗୌହାର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ।
ନିଜ ପୁଅଙ୍କ ବିବାହ ବିଷୟରେ ମୁହଁ ଖୋଲିଲେ ଇସ୍ମାଇଲ୍
