ରାଜ୍ୟ

କାଲିଠାରୁ କାଉଣ୍ଟରରେ ମିଳିବ ଦେଶୀ ମଦ

ଭୁବନେଶ୍ୱର(ସତ୍ୟଶିଖା): ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ଦେଶୀ ମଦ ଓ ରନ୍ଧା ମଦ। ସକାଳ ୭ଟାରୁ ସଂଧ୍ୟା ୬ଟା ଭିତରେ ଦେଶୀ ମଦ କାଉଣ୍ଟରରେ ମିଳିବ। କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଥିବା ମଦ ଦୋକାନ ଖୋଲିବନାହିଁ। ଦେଶୀ ମଦ କାଉଣ୍ଟରରେ ମିଳିବା ନେଇ ଅବକାରୀ ବିଭାଗର ସୂଚନା। ୧ ତାରିଖରୁ ଦେଶୀ ମଦର ହୋମ୍‌ ଡେଲିଭରି ଅରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ

ପୂର୍ବରୁ ବିଦେଶୀ ମଦ ହୋମ୍ ଡେଲିଭରି ଲାଗି ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ପକ୍ଷରୁ ପୋର୍ଟାଲ୍ ଲଞ୍ଚ୍ କରାଯାଇଛି। । ଏନଆଇସି ସହଭାଗିତାରେ ଏହି ପୋର୍ଟାଲ୍ ନିର୍ମିତ ହୋଇଥିଲା। ସେହି ପୋର୍ଟାଲ୍‌ଟି ହେଉଛି www.osbc.co.in । ଏହି ପୋର୍ଟାଲରେ ସମସ୍ତ ଜିଲ୍ଲାଗୁଡ଼ିକର ମଦ ବିକ୍ରେତାଙ୍କ ନାମ ଓ ଠିକଣା ସହିତ ଗୋଟିଏ ସ୍ଥାନରେ ପାଇପାରିବେ ଗ୍ରାହକ ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button