ସତ୍ୟଶିକ୍ଷା (ଦୁବାଇ) ୨୪.୦୯.୨୦୨୦ : କିଙ୍ଗସ୍ ଏକାଦଶ ପଞ୍ଜାବ ଗୁରୁବାର ବିରାଟ କୋହଲିଙ୍କ ଆରସିବିକୁ ଭେଟିବ । ପଞ୍ଜାବ ନିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିଲା । ଦଲ ସର୍ଟ ରନ୍ ବିବାଦକୁ ଭୁଲି ମ୍ୟାଚ୍ ଜିତିବା ପାଇଁ ଆଜି ପଡିଆକୁ ଓହ୍ଲାଇବ । ଏହି ମ୍ୟାଚ୍ ଦୁବାଇର ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।
ଆଇପିଏଲ-୨୦୨୦: ଆଜି ମୁହାଁମୁହିଁ ହେବେ ଆରସିବି ଓ କିଙ୍ଗସ୍ ଏକାଦଶ ପଞ୍ଜାବ l
