ଖେଳ

ଆଇପିଏଲ 2020: ଆଜି କିଙ୍ଗସ ଏକାଦଶ ପଞ୍ଜାବକୁ ଭେଟିବ ସନ ରାଇଜର୍ସ ହାଇଦ୍ରାବାଦ l

ସତ୍ୟଶିଖା ୦୮ .୧୦.୨୦୨୦ :  ଆଇପିଏଲ 2020 । 21 ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ 10 ରନରେ ହରାଇଲା କୋଲକାତା ନାଇଟ ରାଇଡ଼ର୍ସ । ପ୍ରଥମେ ବ୍ୟାଟିଙ୍ଗ କରି କୋଲକାତା ଦଳ ନିର୍ଧାରିତ 20 ଓଭରରେ 167 ରନ ସ୍କୋରରେ ଅଲଆଉଟ ହୋଇଯାଇଥିଲା ।. ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ସର୍ବାଧିକ 81 ରନ ସ୍କୋର କରିଥିଲେ ।

ଚେନ୍ନାଇ ପକ୍ଷରୁ ବ୍ରାଭୋ ସର୍ବାଧିକ 3 ଟି WICKET ନେଇଥିଲେ । 168 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇ ଟିମ 20 ଓଭରରେ 5 WICKET ହରାଇ 157 ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ୱାଟସନ ସର୍ବାଧିକ 50 ରନ ସ୍କୋର କରିଥିଲେ । ଆଜିର ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବକୁ ଭେଟିବ ସନ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ ଦୁବାଇ ଇଣ୍ଟରନେସନାଲ ଷ୍ଟାଡିଅମରେ ଖେଳାଯିବ ।

Show More
Back to top button