ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୦୧/୨୦୨୧ : ଦେଶର ଜଣାଶୁଣା ବିମାନ କମ୍ପାନୀ ଇଣ୍ଡିଗୋ ଶସ୍ତାରେ ବିମାନ ଯାତ୍ରାର ଅଫର୍ ଦେଉଛି । ଏହି ଅଫର ମଧ୍ୟମରେ ଆପଣ ୮୭୭ ଟଙ୍କାରେ ଟିକେଟ୍ କିଣି ବିମାନ ଯାତ୍ରା କରିପାରିବେ । ଇଣ୍ଡିଗୋର ଏହି ଅଫର୍ ୧୩ ଜାନୁଆରୀରୁ ଆରମ୍ଭ ହୋଇଯାଇଛି ଏବଂ ଏହା ୧୭ ତାରିଖରେ ସରିବ ବୋଲି କମ୍ପାନୀ ଘୋଷଣା କରିଛି । ଏ ନେଇ କମ୍ପାନୀ ଟ୍ୱିଟ୍ କରି ସୂଚନା ଦେଇଛି ।
ଇଣ୍ଡିଗୋର ଆକର୍ଷଣୀୟ ଅଫର୍
