ଭାରତ-ଦ.ଆଫ୍ରିକା ୨ୟ ଦିନିକିଆ: ଟସ୍‌ ଜିତି ଭାରତୀୟ ମହିଳା ଦଳର ବୋଲିଂ ନିଷ୍ପତ୍ତି

ସତ୍ୟଶିଖା (ଲକ୍ଷ୍ନୌ) ୦୯ .୦୩.୨୦୨୧: ଭାରତ-ଦ.ଆଫ୍ରିକା ୟ ଦିନିକିଆ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ସୂଚନାଥାଉକି, 5ଟି ଦିନିକିଆ ସିରିଜରେ ଭ୍ରମଣକାରୀ ଦଳ ରେ ଆଗୁଆ ରହିଛି। ଲକ୍ଷ୍ନୌ ଗ୍ରାଉଣ୍ଡରେ ଏହି ସିରିଜ ଖେଳାଯାଉଛି । ସୂଚନାଥାଉକି, ମିତାଲି ବାହିନୀ ପ୍ରଥମ ମ୍ୟାଚରେ 8 ୱିକେଟରେ ଦ.ଆଫ୍ରିକାଠାରୁ ପରାସ୍ତ ହୋଇଥିଲେ । ତେବେ ଆଜି ଟିମ ଇଣ୍ଡିଆ ପ୍ରଥମ ବିଜୟ ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇଛି ।

Exit mobile version