ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ସୁସ୍ଥ ହେଲେ ୨,୧୬୫ କରୋନା ଆକ୍ରାନ୍ତ

ସତ୍ୟଶିଖା(ଭୁବନେଶ୍ୱର) ୨୩.୦୪.୨୦୨୧: ଆଜି ରାଜ୍ୟରେ ୨୧୬୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୫୩୫୫୧କୁ ବୃଦ୍ଧି ପାଇଛି। ଆଜି ନୂଆପଡ଼ା ଜିଲାରୁ ସର୍ବାଧିକ ୪୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୨୪୧, ଖୋର୍ଦ୍ଦା ୧୯୮, ସମ୍ବଲପୁର ୧୧୪, କେନ୍ଦୁଝର ୯୮, ନବରଙ୍ଗପୁର ୯୬, ବଲାଙ୍ଗିର ୯୦, ବରଗଡ଼ ୭୯, ବାଲେଶ୍ବର ୭୮, ଝାରସୁଗୁଡ଼ା ୭୦, ପୁରୀ ୭୦, କଳାହାଣ୍ଡି ୬୫, ମୟୂରଭଞ୍ଜ ୬୦, କଟକ ୫୯, ଦେବଗଡ଼ ୫୧, ଯାଜପୁର ୫୦, ଗଞ୍ଜାମ ୪୯, ଅନୁଗୁଳ ୪୮, ଷ୍ଟେଟ୍‌ପୁଲ ୪୬, ଭଦ୍ରକ ୩୦, ଗଜପତି ୨୮, ରାୟଗଡ଼ା ୨୪, ଜଗତସିଂହପୁର ୨୧, ସୋନପୁର ୧୯, କେନ୍ଦ୍ରାପଡ଼ା ୧୮, ନୟାଗଡ଼ ୧୫, ବୌଦ୍ଧ, କୋରାପୁଟ ୧୦, କନ୍ଧମାଳ ୮, ଢେଙ୍କାନାଳ ୫, ମାଲକାନଗିରି ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Show More
Back to top button