ରାଜ୍ୟସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ରାଜ୍ୟରେ ୬୫ ଜଣଙ୍କ ମୃତ୍ୟୁ

ସତ୍ୟଶିଖା(ଭୁବନେଶ୍ୱର) ୨୯.୦୭.୨୦୨୧:  ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେ ବ୍ରେକ ଲାଗି ପାରୁନି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ପ୍ରତିଦିନ ୬୦ ଉପରେ ମୃତ୍ୟୁ ସଂଖ୍ୟା ରହୁଛି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫ ହଜାର ୭୦୩କୁ ବୃଦ୍ଧି ପାଇଛି ।

Show More
Back to top button