ସତ୍ୟଶିଖା (ଭୁବନେଶ୍ୱର) ୧୫.୧୨.୨୦୨୦ : ଏଣିକି ହେଲମେଟ ନଥିଲେ ମିଳିବନି ଲିଫ୍ଟ । ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ଯଦି ହେଲଟେ ନଥାଏ ତେବେ ତାଙ୍କୁ ଲିଫ୍ଟ ନଦେବାକୁ ମନା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନହେଲେ ଗାଡି ଚାଳକର ଲାଇସେନ୍ସ ବାତିଲ ହେବ । ଡବଲ ହେଲମେଟ ପାଇଁ ଚେକିଂ ଆରମ୍ଭ ହେଲାଣି । ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ୩ ମାସ ଭିତରେ ଓଡିଆ ଆସିବେ ।
ହେଲମେଟ୍ ନଥିଲେ ଲିଫ୍ଟ ମନା, ରଦ୍ଦ ହୋଇଯିବ ଲାଇସେନ୍ସ
