ଅର୍ଥାଭାବ ଲାଗି ରହୁଥିଲେ …

ସତ୍ୟଶିଖା(ଭୁବନେଶ୍ୱର) ୨୩ ୦୬.୨୦୨୧: ଭଲ ରୋଜଗାର ସତ୍ତ୍ୱେ ଅନେକ ଲୋକଙ୍କୁ ନିୟମିତ ଭାବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହା ପଛରେ ଘରର ବାସ୍ତୁଦୋଷ ଥାଇପାରେ। ଆମେ ବାସ୍ତୁ ଅନୁଯାୟୀ ଘର ନିର୍ମାଣ କଲେ ମଧ୍ୟ ଘରେ ରହିଯାଉଥିବା କିଛି କିଛି ସାମାନ୍ୟ ତ୍ରୁଟି ଯୋଗୁ ଆମକୁ ଏହିଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ। ସେହିଭଳି କିଛି କିଛି ସାମାନ୍ୟ ତ୍ରୁଟି ସଂପର୍କରେ ଆସନ୍ତୁ ଆଜି ଜାଣି ନେବା।

Exit mobile version