ନ୍ୟୁଜ୍ରାଜ୍ୟ

ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ହେଲେ IAS ବିଶାଲ ଗଗନ

ସତ୍ୟଶିଖା(ଭୁବନେଶ୍ୱର )୨୪.୦୯ . ୨୦୨୨:  ଆଇଏଏସ୍ ଅଧିକାରୀ ବିଶାଲ ଗଗନ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତ କରାଯାଇଛି । ସେହିପରି ବୟନ ଏବଂ ହସ୍ତତନ୍ତ ନିର୍ଦ୍ଦେଶକ ଆଇଏଏସ ସୁଶାନ୍ତ କୁମାର ଦାଶଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି ।

Show More
Back to top button