ସତ୍ୟଶିକ୍ଷା (ଅନୁଗୋଳ) ୨୩.୦୯.୨୦୨୦ : ଅନୁଗୋଳ କଣିହାଁରୁ ବିପୁଳ ପରିମାଣର କଫ୍ ସିରପ୍ ଜବତ ହୋଇଛି । ୩୨୦ ବୋତଲ ଏସକଫ୍ ସିରପ୍ ଏକ କାରରେ ଚାଲାଣ ହେଉଥିବା ବେଳେ ଜବତ କରିଛି କଣିହାଁ ପୋଲିସ । ଏହା ସହିତ କାରକୁ ମଧ୍ୟ ଜବତ କରିଛି ପୋଲିସ । ଏହି ଘଟଣାରେ ଟୋଲକବଡା ଗାଁର ବିଛନ୍ଦ ଚରଣ ସାହୁକୁ ଗିରଫ କରିଛି ପୋଲିସ । ଏତେ ପରିମାଣର କଫ୍ ସିରପ୍ ବେଆଇନ ଭାବେ ନେଉଥିବା ତଦନ୍ତରୁ ଜଣା ପଡିଛି ।
ଚୋରା ଚାଲାଣ ବେଳେ ବିପୁଳ ପରିମାଣର କଫ୍ ସିରପ୍ ଜବତ, ଜଣେ ଗିରଫ l
