ନ୍ୟୁଜ୍
ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୧୬ଟି ଗେଟ୍ ।


ସତ୍ୟଶିଖା ୧୦/୦୭/୨୦୨୫: ବାମ ପାର୍ଶ୍ବରେ ୧୧ଟି ଗେଟ୍ ଏବଂ ଡାହାଣ ପାର୍ଶ୍ବରେ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ସକାଳ ୮ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୫.୩୧ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୨ ଲକ୍ଷ ୪୧ ହଜାର ୨୫୨ କ୍ୟୁସେକ୍ ଜଳ । ସେହିଭଳି ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୨ ଲକ୍ଷ ୬୮ ହଜାର ୪୬୯ କ୍ୟୁସେକ୍ ଜଳ ।