ସତ୍ୟଶିଖା ୦୪/୦୧/୨୦୨୧ : ନୂଆବର୍ଷର ପ୍ରଥମ ସପ୍ତାହରେ ଦେଶରେ ଶୀତ ଲହରୀ ଜାରି ରହିଛି । ମୁଖ୍ୟତଃ ଉତ୍ତର ଭାରତରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଶୀତ ସହ ତୁଷାରପାତ ମଧ୍ୟ ଜାରି ରହିଛି । ଏପଟେ ଗତ ଦୁଇ ଦିନ ହେଲା ଉତ୍ତର ଭାରତର କିଛି ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି । ହିମାଚଳ ପ୍ରଦେଶରେ ଗତ କିଛି ଦିନ ହେଲା ପ୍ରବଳ ତୁଷାରପାତ ହୋଇଛି ।
ବରଫ ଆସ୍ତରଣ ତଳେ ହିମାଚଳ
