ସତ୍ୟଶିଖା ୦୧/୦୧/୨୦୨୧ : ଆଜିଠୁ ହେଲମେଟ ଚେକିଂ ଜୋରଦାର । ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ଫାଇନ ଦେବାକୁ ପଡିବ । ଏଥିସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯିବ ।
ହେଲମେଟ ଚେକିଂ ଆଜିଠୁ ଜୋରଦାର ହେବ