ସତ୍ୟଶିଖା (ବରଗଡ) ୧୬/୧୨/୨୦୨୦ : ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ । ଗତକାଲି ଭିଜିଲାନ୍ସ ଜାଲରେ ଜଣେ କୋଟିପତି ଶିକ୍ଷକ ଧରାପଡିଥିବା ବେଳେ ଆଜି ବରଗଡ ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଘରେ ଚଢାଉ ହୋଇଛି । ପ୍ରମୋଦଙ୍କ ବରଗଡ ଜିଲ୍ଲାରେ ବରପାଲି ଓ ସୋନପୁର ଜିଲ୍ଲାର ଡୁଙ୍ଗୁରପାଲୀ ବାସଭବନରେ ରେଡ ଚାଲିଛି ।
ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ
