ସତ୍ୟଶିଖା (ଲକ୍ଷ୍ନୌ) ୧୨.୧୦.୨୦୨୦ : ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା । ଆଜି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହାଥରାସ୍ ମାମଲାର ଶୁଣାଣି ହେବ। ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରିବ ୟୁପି ପୋଲିସ । ଏଥିପାଇଁ ପରିବାରର ପାଞ୍ଚଜଣ ସଦସ୍ୟ ଏବଂ କିଛି ସମ୍ପର୍କୀୟ ଲକ୍ଷ୍ନୌ ଅଭିମୁଖେ ବାହାରିଛନ୍ତି । ସମସ୍ତଙ୍କୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷାରେ ନିଆଯାଉଛି । ସ୍ଥାନୀୟ ଏସଡିଏମ୍ ଅଧିକାରୀ ମଧ୍ୟ ରହିଛନ୍ତି ।
ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା l
