ସତ୍ୟଶିଖା (ରାଉରକେଲା)୦୩.୦୧.୨୦୨୨: ରାଉରକେଲା NITରେ ୩ କୋଭିଡ୍ ପଜିଟିଭ ଚିହ୍ନଟ । ପଜିଟିଭ ମଧ୍ୟରେ ଦୁଇ ଛାତ୍ର ଓ ଜଣେ ଛାତ୍ରୀ ଅଛନ୍ତି । ସମସ୍ତଙ୍କୁ NIT ଆଇସୋଲେସନରେ ରଖାଯାଇଛି । ସସମସ୍ତ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ଏ ନେଇ NIT ସୂଚନ ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

Lorem ipsum dolor sit amet, consectetur.