ସତ୍ୟଶିଖା ୧୮/୧୨/୨୦୨୦ : ରାଜ୍ୟରେ ଜିଏସଟି ନାଁରେ ହେଉଥିବା କୋଟି କୋଟି ଟଙ୍କାର ଠକେଇକୁ ଧରିବା ପାଇଁ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ ଜିଏସଟି ଇଂଟେଲିଜେନ୍ସ ଏହି ଅଭିଯାନ ଚଳାଇଥିବାବେଳେ ପ୍ରତିଦିନ ଧରା ପଡୁଛନ୍ତି ଜିଏସଟି ଠକ । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିଜିଜିିଆଇର ଅତିରିକ୍ତ ନିର୍ଦ୍ଦେଶକ ଦେବାଶିଷ ସାହୁ ।
GST ଠକଙ୍କ ପାଇଁ ଅଭିଯାନ
