ସତ୍ୟଶିଖା (ଗଂଜାମ) ୦୨/୧୨/୨୦୨୦ : ବାହାଘରର ଦିନକ ପୂର୍ବରୁ ବରକୁ ଗୁଳି କଲେ ଦୁର୍ବୃତ୍ତ । ଗଂଜାମ ଖଲ୍ଲିକୋଟ ଥାନା ମାଣିକପୁର ଗାଁରେ ଘଟିଛି ଏହି ଘଟଣା । ବିବାହ କରିବାକୁ ଯାଉଥିବା ଜିତେନ୍ଦ୍ର ବାରିକକୁ କିଛି ଦୁବୃର୍ତ ଗୁଳି କରିଥିବା ବେଳେ ଘଟଣାସ୍ଥଳରେ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଗୁଳି କରି ଥିବା ସନ୍ଦେହ କରାଯାଉଛି ।
ବିବାହ ପୂର୍ବରୁ ବରକୁ ଗୁଳି
