ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଶୁକ୍ରବାର ସକାଳ ୬ଟା ୪୦ ସମୟରେ କ୍ୟାମ୍ପ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ । କ୍ୟାମ୍ପ ବାହାରେ ଗ୍ରେନେଡ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଗୋଟିଏ କୁକୁରର ମୃତ୍ୟୁ ଘଟିଥିଲା । ମାତ୍ର ଯବାନମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

Lorem ipsum dolor sit amet, consectetur.