ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୦୧/୨୦୨୧ : ପ୍ରଦୂଷଣ ସୃଷ୍ଟିକାରୀ ଗାଡ଼ିଗୁଡ଼ିକ ଉପରେ କେନ୍ଦ୍ର ସରକାର ସବୁଜ ଟିକସ ଲଗାଇବେ । ଖୁବ୍ଶୀଘ୍ର ପୁରୁଣା ଗାଡ଼ିଗୁଡ଼ିକ ଠାରୁ ଏହି ଟିକସ ଆଦାୟ କରାଯିବ । ଏ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ମଞ୍ଜୁରି ପ୍ରଦାନ କରିଛନ୍ତି । ରାଜ୍ୟଗୁଡ଼ିକ ସହ ଆଲୋଚନା କରିବା ପରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇବ ।
ପ୍ରଦୂଷଣକାରୀ ଗାଡ଼ିରେ ଲାଗିବ ସବୁଜ ଟିକସ
