ସତ୍ୟଶିଖା( ଭୁବନେଶ୍ୱର)୧୧ .୦୭ . ୨୦୨୨: ଆଖି ବୁଜିଲେ ଗ୍ରୀନ୍-ରେ ଚିଟଫଣ୍ଡ କଂପାନିର ନିର୍ଦ୍ଦେଶକ ମୀର ସହରୁଦ୍ଦିନ ଓରଫ ଗୋରା। ଝାରପଡ଼ା ଜେଲ ବାଥରୁମରେ ଗୋଡ଼ ଖସି ଗୋରାଙ୍କ ଜୀବନ ଯାଇଛି ।
ଗ୍ରୀନ୍-ରେ ଚିଟଫଣ୍ଡ କମ୍ପାନୀ ଦୁଇ ଗୁଣା ଟଙ୍କା ଲୋଭ ଦେଖାଇ ସାରାଦେଶରୁ ୨ ହଜାର କୋଟିରୁ ଅଧିକ ଏବଂ କେବଳ ଓଡ଼ିଶାରୁ ୫ଶହ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା।