ସତ୍ୟଶିଖା( ନୂଆଦିଲ୍ଲୀ )୦୧.୦୬. ୨୦୨୨ : ଜୁନ୍ ପହିଲାରୁ ବ୍ୟବସାୟୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତିକର ଖବର । ଶସ୍ତା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି ଏଲପିଜି ସିଲିଣ୍ଡର ଦାମ ୧୩୫ ଟଙ୍କା ହାସ ପାଇଛି । ନୂଆ ଦର ଆଜିଠାରୁ ସମଗ୍ର ଦେଶରେ ଲାଗୁ ହେବ। ତେବେ ଘରୋଇ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇ ନ ଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଶସ୍ତା ହେଲା ଗ୍ୟାସ୍, ଆଜିଠୁ ନୂଆ ଦର ଲାଗୁ
