ଅନ୍ୟାନ୍ୟଦେଶଧର୍ମନ୍ୟୁଜ୍ପର୍ଯ୍ୟଟନରାଜ୍ୟସ୍ପେଶାଲ୍ ରିପୋର୍ଟ

ଦିଲ୍ଲୀରେ ଅକ୍ଷରଧାମ ମନ୍ଦିର ଆଜିଠୁ ଖୋଲିବ

ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୧୦/୨୦୨୦ : ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର ଗତ କିଛି ମାସ ହେବ କରୋନା ମହାମାରୀ ଯୋଗୁଁ ବନ୍ଦ ଥିଲା । ଅକ୍ଷରଧାମ ପ୍ରଶାସନ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି । ଅକ୍ଟୋବର ୧୩ ଅର୍ଥାତ୍ ଆଜିଠୁ  ସନ୍ଧ୍ୟା ୫ଟା​‌ରେ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ । ପ୍ରଥମେ ଅଳ୍ପ ସମୟ ପାଇଁ ଭକ୍ତଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ । ପରେ ୭.୧୫ରେ ପ୍ରସିଦ୍ଧ ସହଜ ଆନନ୍ଦ ୱାଟର ଶୋର ପ୍ରସ୍ତୁତି ହେବ । ଏହା ସହ ପ୍ରେମବତୀ ଫୁଡ ଷ୍ଟଲରୁ କିଛି ଜଳଖିଆ ଉପଲବ୍ଧ ରହିବ ଏବଂ ଅକ୍ଷରଧାମ ହାଟରୁ ଛୋଟ ମୋଟ ହର୍ବାଲ୍ ଉତ୍ପାଦ ଉପଲବ୍ଧ ହେବ ।

Show More
Back to top button